ଭୁବନେଶ୍ୱର,୦୯/୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱରରେ ଜଣେ ଉଠା ଦୋକାନୀଙ୍କ ଆତ୍ମହତ୍ୟା । ମୃତକ ହେଲେ ଭୁବନେଶ୍ୱର ବଡ଼ବଡ଼ ଅଞ୍ଚଳର ଅଜିତ ସାହାଣୀ । ସେ ଦୀର୍ଘ ୨୦ ବର୍ଷ ହେଲା ମାର୍କେଟ ବିଲ୍ଡ଼ିଂର ଏକ ଦୋକାନ ସାମ୍ନାରେ ବେଡ଼୍ସିଟ୍ ଦୋକାନ ଥିଲା । କିନ୍ତୁ କିଛି ଦିନ ତଳେ ମାର୍କେଟ ବିଲ୍ଡ଼ିଂରୁ ଦୋକାନ ଉଠା ଯିବା ପରେ ମାନସିକ ଚାପରେ ଥିଲେ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ।

















