Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବାଇକରେ ୬୦ ଲିଟର ଦେଶୀ ମଦ ଚାଲାଣ ବେଳେ ମଦ ଜବତ ସହ ଦୁଇ ଜଣ...

ବାଇକରେ ୬୦ ଲିଟର ଦେଶୀ ମଦ ଚାଲାଣ ବେଳେ ମଦ ଜବତ ସହ ଦୁଇ ଜଣ ଗିରଫ ।

174
ADVERTISEMENT

ଭଦ୍ରକ,୦୮/୧(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ବାଇକରେ ୬୦ ଲିଟର ଦେଶୀ ମଦ ଚାଲାଣ ବେଳେ ମଦ ଜବତ ସହ ଦୁଇ ଜଣ ଗିରଫ । ଗିରଫ ଦୁଇ ଜଣ ହେଲେ ଧାମନଗର ଥାନା ଅନ୍ତର୍ଗତ ବେଲମଳା ଗ୍ରାମର ସୁଶାନ୍ତ କୁମାର ସ୍ବାଇଁ ଓ ରତ୍ନାକର ସ୍ବାଇଁ । ଏବଂ ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗର ସୂଚନା ।

Advertisement