ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ୨୫୫ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ସହ ଜଣେ ଗିରଫ ।

175
ADVERTISEMENT

ପୁରୀ,୦୮/୧(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ୨୫୫ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ସହ ଜଣ ଗିରଫ । ଗିରଫ ବ୍ୟକ୍ତି ଜଣକ ହେଲେ ଭବାନୀପୁର ଅଞ୍ଚଳର ଜଗବନ୍ଧୁ ବଇ । ଏବଂ ଜବତ ହୋଇଥିବା ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Advertisement