ଆଞ୍ଚଳିକ ପୁଣି ଓଡ଼ିଶାରେ ଲାଗି ରହିବ ଅଦିନିଆ ବର୍ଷା । By Dunia Halchal - January 7, 2022 132 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୦୭/୧(ଡ଼ି.ଏଚ ବ୍ୟୁରୋ):-ପୁଣି ଓଡ଼ିଶାରେ ଲାଗି ରହିବ ଅଦିନିଆ ବର୍ଷା । ଆସନ୍ତା ୧୦ରୁ ଚାରି ଦିନ ଧରି ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ଫଳରେ କପା,ସୋରିଷ ଚାଷ ସହ ପନିପରିବାକୁ କ୍ଷତି କରିପାରେ ସମ୍ଭାବ୍ୟ ଅଦିନିଆ ବର୍ଷା ଓ କୁଆପଥର ମାଡ଼ । Advertisement