ସୁରତର ସଚିନ ଜିଆଇଡିସି ଅଞ୍ଚଳରେ ଟ୍ୟାଙ୍କର୍‌ ରୁ କେମିକାଲ୍ ଗ୍ୟାସ୍ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ।

35
ADVERTISEMENT

ସୁରତ,o୬/୧(ଡ଼ି.ଏଚ ବ୍ୟୁରୋ):-ଗୁଜରାଟ ସୁରତର ସଚିନ ଜିଆଇଡିସି ଅଞ୍ଚଳରେ ଏକ ଟ୍ୟାଙ୍କର୍‌ ରୁ କେମିକାଲ୍ ଗ୍ୟାସ୍ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ । ଏଥିସହ ୨୨ ଜଣ ଅସୁସ୍ଥ ହୋଇ ସୁରତ ସିଭିଲ ହସ୍ପିଟାଲ୍ରେ ଭର୍ତ୍ତି । ତେବେ କେଉଁ ପରିସ୍ଥିତିରେ ଟ୍ୟାଙ୍କରରୁ କେମିକାଲ ଲିକ୍ ହେଲା, ତାହା ଅସ୍ପଷ୍ଟ ।

Advertisement