ଆଞ୍ଚଳିକ ରାଜ୍ୟରେ ଆସନ୍ତା ୭ରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇ ଫେବୃଆରୀ ୧ ଯାଏଁ ବଳବତ୍ତର ରହିବ। By Dunia Halchal - January 6, 2022 117 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,o୬/୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନାଇଟ୍ କର୍ଫ୍ୟୁ ଜାରି । ରାତି ୯ଟାରୁ ସକାଳ ୫ଟା ଯାଏଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆସନ୍ତା ୭ରୁ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହୋଇ ଫେବୃଆରୀ ୧ ଯାଏଁ ବଳବତ୍ତର ରହିବ। Advertisement