ଭୁବନେଶ୍ୱର,o୬/୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନ୍ ଉପସ୍ଥିତି ଦେଖାଦେଲାଣି । ଫଳରେ ସଂକ୍ରମଣ ଆଗକୁ ଆହୁରି ବଢ଼ିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ଏବଂ ଟିକାକରଣ, ସର୍ଭେଲାନ୍ସ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ସେପଟେ ଗୋଟିଏ ଦିନରେ ଟିକା ନେଇଛନ୍ତି ୮୦ ହଜାରରୁ ଅଧିକ କିଶୋର ।

















