ଝାଡଖଣ୍ଡର ପାକୁଡ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ।

45
ADVERTISEMENT

ଝାଡଖଣ୍ଡ,୦୫/୧(ଡ଼ି.ଏଚ ବ୍ୟୁରୋ):-ଝାଡଖଣ୍ଡର ପାକୁଡ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ସ୍ଥାନୀୟ ପେଡର କୋଲା ଗ୍ରାମ ନିକଟରେ ଯାତ୍ରୀ ବାହି ବସ୍ ଓ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ୮ଜଣଙ୍କର ମୃତ୍ୟୁ ହେବ ସହ ୧୬ରୁ ଅଧିକ ଗୁରୁତର ହୋଇ ହସ୍ପିଟାଲ ରେ ଭର୍ତି । ଏବଂ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ।

Advertisement