Friday, November 6, 2026
ADVERTISEMENT
Home ଆଞ୍ଚଳିକ ବେଆଇନ ଭାବେ ଗୋରୁ ଚାଲଣ ବେଳେ ଗୋରୁ ବୋଝେଇ ଗାଡି ଅଟକ ।

ବେଆଇନ ଭାବେ ଗୋରୁ ଚାଲଣ ବେଳେ ଗୋରୁ ବୋଝେଇ ଗାଡି ଅଟକ ।

175
ADVERTISEMENT

ଭୁବନେଶ୍ୱର,୦୫/୧(ଡ଼ି.ଏଚ ବ୍ୟୁରୋ):-ବେଆଇନ ଭାବେ ଗୋରୁ ଚାଲଣ ବେଳେ ଗୋରୁ ବୋଝେଇ ଗାଡି ଅଟକ । ଭୂବନେଶ୍ବର ସିଜୁଆ ଓଭର ବ୍ରିଚ୍ ପାଖରେ ବଜରଙ୍ଗ ଦଳ ପକ୍ଷରୁ ଗୋରୁ ବୋଝେଇ ଗାଡି ଜବତ ସହ ୧୦୦ରୁ ଅଧିକ ଗୋରୁ ଉଦ୍ଧାର । ଖୋର୍ଦ୍ଧାରୁ କଲିକତା ଗୋଚାଲଣ ହେଉଥିବା ସୂଚନା ।

Advertisement