ରାଜ୍ୟରେ ଆସନ୍ତାକାଲି ହେବ ମାଟ୍ରିକ୍ ସମେଟିଭ ପରୀକ୍ଷା ।

32
ADVERTISEMENT

ଭୁବନେଶ୍ୱର,o୪/୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଆସନ୍ତାକାଲି ହେବ ମାଟ୍ରିକ୍ ସମେଟିଭ ପରୀକ୍ଷା । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ୩୦୯୩ଟି ସେଣ୍ଟରରେ ପରୀକ୍ଷା ଦେବେ ୫ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ।

Advertisement