Saturday, August 29, 2026
ADVERTISEMENT
Home ରାଜ୍ୟ ବିହାରର ରାଜଧାନୀ ପାଟନାରେ ପାଟ୍ରୋଲିଂ କରୁଥିବା ଏକ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ।

ବିହାରର ରାଜଧାନୀ ପାଟନାରେ ପାଟ୍ରୋଲିଂ କରୁଥିବା ଏକ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ।

224
ADVERTISEMENT

ବିହାର,o୪/୧(ଡ଼ି.ଏଚ ବ୍ୟୁରୋ):-ବିହାରର ରାଜଧାନୀ ପାଟନାରେ ପାଟ୍ରୋଲିଂ କରୁଥିବା ଏକ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଘନ କୁହୁଡ଼ି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ ।

Advertisement