ଭୁବନେଶ୍ବର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ।

24
ADVERTISEMENT

ଭୁବନେଶ୍ୱର,o୪/୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଭୁବନେଶ୍ବର ମହାନଗର ନିଗମ । ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ଡିସିପି ଅଫିସକୁ ସିଲ୍ କରିଛି ବିଏମସି । ଫଳରେ ସାଧାରଣ ଲୋକଙ୍କୁ ଡିସିପି ଅଫିସ୍ ଯିବା ଲାଗି ବାରଣ କରାଯାଇଛି ।

Advertisement