ଆଜିଠୁ ଆରମ୍ଭ ହୋଇଛି ୧୫ ରୁ ୧୮ ବୟସ୍କଙ୍କ ପାଇଁ ଟିକାକରଣ।

132
ADVERTISEMENT

ଭୁବନେଶ୍ୱର,୦୩/୧(ଡ଼ି.ଏଚ ବ୍ୟୁରୋ):-ଆଜିଠୁ ଆରମ୍ଭ ହୋଇଛି ୧୫ ରୁ ୧୮ ବୟସ୍କଙ୍କ ପାଇଁ ଟିକାକରଣ। ଏନେଇ ୩୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏବଂ ଟିକାକରଣ ପାଇଁ ପ୍ରତି ସ୍କୁଲ ଓ କଲେଜରେ କେତେ ପିଲା ଅଛନ୍ତି ତାର ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Advertisement