ଭୁବନେଶ୍ୱର,୦୩/୧(ଡ଼ି.ଏଚ ବ୍ୟୁରୋ):-କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପେଟ୍ରୋଲ ପମ୍ପ ନିକଟରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । କେହି ଦୁର୍ବୃତ୍ତ ନାବାଳିକାକୁ ଦୁଷ୍କର୍ମ କରିବା ପରେ ରାସ୍ତା କଡରେ ଫିଙ୍ଗି ଦେଇଥିବା ସନ୍ଦେହ । ଏବଂ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

















