କେନ୍ଦ୍ରାପଡ଼ା,୦୩/୧(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଜନ୍ମ କଲା ଶିଶକୁ ତଣ୍ଟି ଚିପି ମାରି ମାରିଦେଲା ମାଆ । ଏବଂ ମାରିବା ପରେ ଶିଶୁକୁ ଘର ନିକଟ କୂଅରେ ପକାଇ ଦେଇଥିବା ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲା ମାଆ । ଘଟଣାସ୍ଥଳରେସ୍ଥାନୀୟ ପୋଲିସ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ସ୍ଵାମୀ ସତ୍ୟ ରଞ୍ଜନଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ।

















