Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଭଡ଼ାଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ।

ଭଡ଼ାଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ।

155
ADVERTISEMENT

ଯାଜପୁର,୦୨/୧(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ସନ୍ତ ମାଧବ ନିକଟସ୍ଥ ଏକ ଭଡ଼ାଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ। ଉକ୍ତ ମାମଲାରେ ଜଣେ ବ୍ୟକ୍ତି ଗିରଫ ହୋଇ ଥିବାବେଳେ ଏତେ ପରିମାଣର ଜାଲ୍ ନୋଟ୍ ଏଠାକୁ ଆସିଲା କିପରି ? ଏବଂ ଏଥିରେ ଅନ୍ୟ କିଏ ସଂପୃକ୍ତି ଅଛିକି ନାହିଁ ସେନେଇ ଟାଉନ୍ ଥାନା ପୋଲିସର ତଦନ୍ତ ଜାରି ।

Advertisement