ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଗଳାକାଟି ହତ୍ୟାକଲେ ମାଓବାଦୀ।

124
ADVERTISEMENT

ବିଜାପୁର,୦୨/୧(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ବାସାଗୁଡା ଥାନା ତିମାପୁର ଗାଁର ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଗଳା କାଟି କଲେ ହତ୍ୟା ।

Advertisement