୫ଟି ଜିଲ୍ଲାରେ ମିନି ଲକଡଉନ ଘୋଷଣା କଲେ ହରିୟାଣା ସରକାର ।

109
ADVERTISEMENT

ହରିୟାଣା,୦୨/୧(ଡ଼ି.ଏଚ ବ୍ୟୁରୋ):-ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ । ହରିୟାଣାରେ କରୋନା ସ୍ଥିତି ଅସମ୍ଭାଳ ଥିବାରୁ ୫ ଜିଲ୍ଲାରେ ମିନି ଲକଡଉନ ଘୋଷଣା କଲେ ହରିୟାଣା ସରକାର । ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଓ ସୋନିପଥରେ ସିନେମାହଲ, ଥିଏଟର, ସ୍କୁଲ, କଲେଜ, ଜିମ ଆଦିକୁ ବନ୍ଦ କରିବା ସହ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଏବଂ ଜାନୁୟାରୀ ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Advertisement