ଆଞ୍ଚଳିକମୟୂରଭଞ୍ଜ ସ୍ପଷ୍ଟ ଦିବାଲୋକରେ ଘରର ଗ୍ରୀଲ୍ ଭାଙ୍ଗି ଲୁଟ୍ । By Dunia Halchal - January 1, 2022 167 Share FacebookTwitterPinterestWhatsApp ADVERTISEMENT ମୟୁରଭଞ୍ଜ,୦୧/୧(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଏନଏସି ୩ ନଂ ଓ୍ବାର୍ଡରେ ସ୍ପଷ୍ଟ ଦିବାଲୋକରେ ଘରର ଗ୍ରୀଲ୍ ଭାଙ୍ଗି ଲୁଟ୍ । ଦୃବୁତ୍ତ ମାନେ ନଗଦ ଟଙ୍କା ସହିତ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ସୂଚନା । ଏବଂ ଅଭିଯୋଗ ପାଇଁ ବାରିପଦା ପୋଲିସର ତଦନ୍ତ ଜାରି । Advertisement