ଶ୍ରୀନଗର,୦୧/୧(ଡ଼ି.ଏଚ ବ୍ୟୁରୋ):-ଜମ୍ମୁ ସ୍ଥିତ ବୈଷ୍ଣୌଦେବୀ ମନ୍ଦିରରେ ମାତାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳଚକଟା । ଫଳରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୁତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା ବାହିନୀର ଉଦ୍ଧାର କାର୍ଯ୍ୟ ଜାରିଥିବାବେଳେ ମୃତକ ଓ ଆହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ କ୍ଷତିପୂରଣ ରାଶି ଘୋଷଣା ।
















