Thursday, September 24, 2026
ADVERTISEMENT
Home ଆଞ୍ଚଳିକ କୋଟଗଡ ବନ ବିଭାଗ ପକ୍ଷରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ।

କୋଟଗଡ ବନ ବିଭାଗ ପକ୍ଷରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ।

150
ADVERTISEMENT

କନ୍ଧମାଳ,୩୧/୧୨(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ବଜ୍ରକାପ୍ତା ବିକ୍ରି ବେଳେ କୋଟଗଡ ବନ ବିଭାଗ ପକ୍ଷରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏବଂ ଉକ୍ତ ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଅଟକରଖି ପଚରାଉଚରା ଜାରିଥିବା ସୂଚନା ।

Advertisement