ଭୁବନେଶ୍ୱର,୩୦/୧୨(ଡ଼ି.ଏଚ ବ୍ୟୁରୋ):-ଆଜି ରାଜ୍ୟର ୮ଟି ଜିଲ୍ଲାରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ହେବା ସମ୍ଭାବନା । ବିଶେଷ କରି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ । ଏନେଇ ଏହି ସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି ।
















