ରାଜ୍ୟରେ ଆସନ୍ତା ଜାନୁଆରୀ ୧୦ ତାରିଖରୁ କଟକରେ ବୁଷ୍ଟର ଡୋଜ୍ ପ୍ରଦାନ ଆରମ୍ଭ ହେବ ।

187
ADVERTISEMENT

ଭୁବନେଶ୍ୱର,୨୮/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଫଳରେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ଜାନୁଆରୀ ୧୦ ତାରିଖରୁ କଟକରେ ବୁଷ୍ଟର ଡୋଜ୍ ପ୍ରଦାନ ଆରମ୍ଭ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧାଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ । ଏ ନେଇ ସିଏମସି ଡେପୁଟି କମିଶନର ଡକ୍ଟର ଅବିନାଶ ରାଉତଙ୍କ ସୂଚନା ।

Advertisement