କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ନୂଆଗାଁ ଛକରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଆମ୍ବୁଲାନ୍ସ ।

63
ADVERTISEMENT

କନ୍ଧମାଳ,୨୮/୧୨(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ନୂଆଗାଁ ଛକରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି । ଏବଂ ଘଟଣାସ୍ଥଳରେ ସାରଙ୍ଗଗଡ଼ ପୋଲିସ ର ତଦନ୍ତ ଜାରି ।

Advertisement