ପୁରୀ ଅଂଚଳରେ ୧୦୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ।

164
ADVERTISEMENT

ପୁରୀ,୨୮/୧୨(ଡ଼ି.ଏଚ ବ୍ୟୁରୋ):-ପୁରୀ ଅଂଚଳରେ ବ୍ରାଉନ ସୁଗାର ବିକ୍ରି ବେଳେ ଏସଟିଏଫ ପକ୍ଷରୁ ଦୁଇ ବ୍ରାଉନ ସୁଗାର ବେପାରୀ ସହ ୧୦୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ । ଏବଂ ଦୁଇ ବେପାରୀ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ଵର ଖଣ୍ଟପଡାର କମଳ କିଶୋର ପଣ୍ଡା ହୋଇଥିବାବେଳେ ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement