ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଶହେ ତମ ବର୍ଷ ପୂର୍ତ୍ତି ।

395
ADVERTISEMENT

ଭୁବନେଶ୍ୱର,୨୭/୧୨(ଡ଼ି.ଏଚ ବ୍ୟୁରୋ):-ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଶହେ ତମ ବର୍ଷ ପୂର୍ତ୍ତି । ଏହି ଅବସରରେ ନବରଙ୍ଗପୁର ଠାରେ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବା ସହ ଉକ୍ତ ସମାବେଶରେ ପିସିିସି ସଭାପତି ନିରଂଜନ ପଟ୍ଟନାୟକ, ପିସିସି ପ୍ରଭାରୀ ଚେଲା କୁମାର, ଭକ୍ତ ଦାସ, ତାରା ବାହିନୀପତିଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Advertisement