Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ରାୟଗଡ଼ା ଠାରୁ ନାରାୟଣପାଟଣା ଯାଉଥିବା ଓଏସ୍ଆରଟିସି ବସରେ ଆକସ୍ମିକ ଭାବେ ଲାଗିଲା ନିଆଁ ।

ରାୟଗଡ଼ା ଠାରୁ ନାରାୟଣପାଟଣା ଯାଉଥିବା ଓଏସ୍ଆରଟିସି ବସରେ ଆକସ୍ମିକ ଭାବେ ଲାଗିଲା ନିଆଁ ।

194
ADVERTISEMENT

ରାୟଗଡ଼ା,୨୭/୧୨(ଡ଼ି.ଏଚ ବ୍ୟୁରୋ):-ରାୟଗଡ଼ା ଠାରୁ ନାରାୟଣପାଟଣା ଯାଉଥିବା ଓଏସ୍ଆରଟିସି ବସରେ ଆକସ୍ମିକ ଭାବେ ଲାଗିଲା ନିଆଁ । ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିବା ବେଳେ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।

Advertisement