ଆଞ୍ଚଳିକ ପୋଲିସ-ମାଓବାଦୀ ଗୁଳିବିନିମୟରେ ୬ ମାଓବାଦୀଙ୍କ ମୃତ୍ୟୁ । By Dunia Halchal - December 27, 2021 126 Share FacebookTwitterPinterestWhatsApp ADVERTISEMENT ମାଲକାନଗିରି,୨୭/୧୨(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତ କୋତ୍ତାଗୁଡମ ଅଂଚଳରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ତେବେ ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ । Advertisement