ଆଞ୍ଚଳିକରାଜ୍ୟ ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । By Dunia Halchal - December 26, 2021 140 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୬/୧୨(ଡ଼ି.ଏଚ ବ୍ୟୁରୋ):-ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ଏନେଇ ପ୍ରତି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ବିଜେଡି କର୍ମୀଙ୍କୁ ଏକତ୍ରିତ କରି ବଡ ସଭା ଆୟୋଜନ କରିବାକୁ ଦଳ ଦେଇଛି ନିର୍ଦ୍ଦେଶ । ଏବଂ ଭର୍ଚୁଆଲରେ ଉପସ୍ଥିତ ରହିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । Advertisement