ବ୍ରହ୍ମପୁରରେ ଦୋକାନ ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ ।

120
ADVERTISEMENT

ବ୍ରହ୍ମପୁର,୨୬/୧୨(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କୈଳାସ ନଗର ଅଞ୍ଚଳରେ ଦୋକାନ ଭିତରେ ପଶି ଦୋକାନ ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ଏବଂ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଯାହାର ଏକ ଭିଜୁଆଲ୍ ସିସିଟିଭିରେ କଏଦ୍ ହୋଇଥିବା ସୂଚନା । ଦୁଇ ଦିନ ପୂର୍ବେ ୫୦ ହଜାର ଟଙ୍କା ବଟି ମାଗିବା ସହ ଧମକ ଦେଇଥିଲେ ବୋଲି ଦୋକାନୀ ଅଭିଯୋଗ କରିଛନ୍ତି ।

Advertisement