ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ୍ ସାନ୍ତାକ୍ଳଜ୍ ନିର୍ମାଣ କଲେ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

154
ADVERTISEMENT

ପୁରୀ,୨୫/୧୨(ଡ଼ି.ଏଚ ବ୍ୟୁରୋ):-ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ୍ ସାନ୍ତାକ୍ଳଜ୍ ନିର୍ମାଣ କଲେ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏବଂ ବଡ଼ଦିନକୁ କୋଭିଡ୍ ଗାଇଡ଼ଲାଇନ ସହ ପାଳନ କରିବାକୁ ଦେଲେ ବାର୍ତ୍ତା ।

Advertisement