ରାଜ୍ୟ ଆସନ୍ତା କାଲିଠୁ ନାଇଟ କର୍ଫ୍ୟୁ ନେଇ ଘୋଷଣା କରିଛନ୍ତି ୟୁପିସରକାର । By Dunia Halchal - December 24, 2021 135 Share FacebookTwitterPinterestWhatsApp ADVERTISEMENT ଉତ୍ତରପ୍ରଦେଶ,୨୪/୧୨(ଡ଼ି.ଏଚ ବ୍ୟୁରୋ):-ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢ଼ିବାରେ ଲାଗିଛି । ଏନେଇ ଆସନ୍ତା କାଲିଠୁ ନାଇଟ କର୍ଫ୍ୟୁ ନେଇ ଘୋଷଣା କରିଛନ୍ତି ୟୁପିସରକାର । ଏବଂ ବିବାହ-ଶୋଭାଯାତ୍ରା ଇଭେଣ୍ଟରେ କୋଭିଡ ପ୍ରୋଟୋକଲ ସହି ୨୦୦ ଲୋକଙ୍କୁ ଅନୁମତି । Advertisement