Friday, November 6, 2026
ADVERTISEMENT
Home ଆଞ୍ଚଳିକ ମୋବାଇଲ ଦୋକାନରେ ପଶି ମୋବାଇଲ ଲୁଟିନେଲେ ଦୃବୁତ୍ତ ।

ମୋବାଇଲ ଦୋକାନରେ ପଶି ମୋବାଇଲ ଲୁଟିନେଲେ ଦୃବୁତ୍ତ ।

216
ADVERTISEMENT

ଝାରସୁଗୁଗୁଡା,୨୩/୧୨(ଡ଼ି.ଏଚ ବ୍ୟୁରୋ):-ଝାରସୁଗୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପଞ୍ଚଗାଁରେ ମୋବାଇଲ ଦୋକାନରେ ପଶି ମୋବାଇଲଲୁଟିନେଲେ ଦୃବୁତ୍ତ । ଫଳରେ ସିସିଟିଭିରେ କଏଦ ହେଲା ଚୋରୀର ସମ୍ପୂର୍ଣ୍ଣ ଘଟଣା । ସେପଟେ ଅଭିଯୋଗ ପାଇ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ଖୋଳତାଡ଼ କରିଥିବା ସୂଚନା ।

Advertisement