କଟକ ଏସସିବି ମେଡିକାଲଠାରେ ପିଜି ଛାତ୍ରଛାତ୍ରୀଙ୍କ ଧାରଣା ।

131
ADVERTISEMENT

କଟକ,୨୩/୧୨(ଡ଼ି.ଏଚ ବ୍ୟୁରୋ):-କଟକ ଏସସିବି ମେଡିକାଲଠାରେ ନିଟ୍ ପିଜି କାଉନସେଲିଂରେ ଅହେତୁକ ବିଳମ୍ବକୁ ପ୍ରତିବାଦ କରିବା ସହ ଫୋରଡାସ ଓ ଫିଆମାକୁ ସମର୍ଥନ କରି ଧାରଣା ଦେଇଛନ୍ତି ପିଜି ଛାତ୍ରଛାତ୍ରୀ । ଫଳରେ କାର୍ଯ୍ୟ ବନ୍ଦ ଯୋଗୁ ଏସସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବାରେ ବ୍ୟାହତ ହୋଇଛି।

Advertisement