ରାଜ୍ୟରେ ଆଉ ଦୁଇ କରୋନା ସଂକ୍ରମଣ ବ୍ୟକ୍ତିଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ।

132
ADVERTISEMENT

ଭୁବନେଶ୍ୱର,୨୩/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଆଉ ଦୁଇ କରୋନା ସଂକ୍ରମଣ ବ୍ୟକ୍ତିଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ । ଏ ନେଇ ILS ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା । ଫଳରେ ଓଡିଶାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ।

Advertisement