Friday, November 6, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ରାସ୍ତା ମରାମତି ଦାବି ନେଇ ବସ୍ ଚଳାଚଳ...

ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ରାସ୍ତା ମରାମତି ଦାବି ନେଇ ବସ୍ ଚଳାଚଳ ବନ୍ଦ ।

190
ADVERTISEMENT

ଅନୁଗୁଳ,୨୩/୧୨(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ରାସ୍ତା ମରାମତି ଦାବି ନେଇ ବସ୍ ଚଳାଚଳ ବନ୍ଦ । ରାସ୍ତାର ଅବସ୍ଥା ଶୌଚନୀୟ ଥିବାରୁ ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଓ ତାଳଚେର ବସ୍ ମାଲିକ ସଂଘ । ଫଳରେ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସଂଘ ପକ୍ଷରୁ ଏହି ରାସ୍ତାରେ ବସ୍ ଚଳାଚଳ ବନ୍ଦ ରହିବ ।

Advertisement