ଡାକ୍ତର ସୁମିତ ଓ ତପସ୍ବିନୀ ଦାସଙ୍କ ମଧ୍ୟରେ ଲାଗିଥିବା ବିବାଦ ମାମଲାର ନୂଆ ମୋଡ ।

141
ADVERTISEMENT

ବ୍ରହ୍ମପୁର,୨୩/୧୨(ଡ଼ି.ଏଚ ବ୍ୟୁରୋ):-ଡାକ୍ତର ସୁମିତ ଓ ତପସ୍ବିନୀ ଦାସ ଙ୍କ ମଧ୍ୟରେ ଲାଗିଥିବା ବିବାଦ ମାମଲାର ନୂଆ ମୋଡ । ଘଟଣାରେ ରାଜଭବନରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଜାରି କରାଯାଇଥିବାବେଳେ ବିବାଦର ତଦନ୍ତ କରି ଆବେଦନକାରୀ ଏବଂ ରାଜଭବନକୁ ଜଣାଇବା ପାଇଁ ଚିଠିରେ ନିର୍ଦ୍ଦେଶ । ଗତ ମାସ ୨୦ତାରିଖରେ ନ୍ୟାୟ ପାଇଁ ତପସ୍ବିନୀ ଦାସ ରାଜ୍ୟପାଳଙ୍କ ନିକଟକୁ ପତ୍ର ଲେଖିଥିଲେ ।

Advertisement