ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବିକାଶପୁର ଅଞ୍ଚଳରେ ଅବକାରୀ ବିଭାଗର ଏକ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଆକ୍ରମଣ ଉଦ୍ୟମ ।

134
ADVERTISEMENT

ଗଞ୍ଜାମ,୨୨/୧୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବିକାଶପୁର ଅଞ୍ଚଳରେ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ ସାରି ଫେରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଅବକାରୀ ବିଭାଗର ଏକ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଆକ୍ରମଣ ଉଦ୍ୟମ କରିଥିବା ସୂଚନା ।ଏନେଇ ଅବକାରୀ ବିଭାଗ ପକ୍ଷରୁ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisement