ଭୁବନେଶ୍ୱର,୨୨/୧୨(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ବନ୍ଧା ହେଲେ ଟ୍ୟୁସନ ମାଷ୍ଟର । ଟ୍ୟୁସନ ମାଷ୍ଟର ଗୋପାଳ କୃଷ୍ଣ ବଡତ୍ୟାଙ୍କୁ ପୋଲିସ ସମ୍ବଲପୁର ଅଇଁଠାପାଲ୍ଲୀ ଅଞ୍ଚଳରୁ ଗିରଫ କରିଥିବାବେଳେ ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ବଡଗଡ ପୋଲିସ ଉଦ୍ଧାର କରିଥିବା ସୂଚନା ।
















