ଆଞ୍ଚଳିକରାଜ୍ୟ ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । By Dunia Halchal - December 22, 2021 123 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୨/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ସାରା ବିଶ୍ବରେ ଓମିକ୍ରନ୍ ଯେଉଁଭଳି ଭାବେ ବ୍ୟାପିବାରେ ଲାଗିଛି ତାହାର ମୁକାବିଲା ନେଇ ରାଜ୍ୟ ସରକାର ପକ୍ଷରୁ ଅନୁଷ୍ଠିତ ହେବ ଉଚ୍ଚସ୍ତରୀୟ ବୈଠକ । Advertisement