ପୁରୀ ମାଳତୀପାଟପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

163
ADVERTISEMENT

ପୁରୀ,୨୧/୧୨(ଡ଼ି.ଏଚ ବ୍ୟୁରୋ):-ପୁରୀ ମାଳତୀପାଟପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଆସୁଥିଲେ । ତେବେ ମୃତକ ଦୁଇଜଣ ହେଲେ ପିପିଲି ଓରକଳ ଗାଁର ତ୍ରିଲୋଚନ ପ୍ରଧାନ ଓ ସିଦ୍ଧାର୍ଥ ଦାସ।

Advertisement