ସୋନପୁର,୨୧/୧୨(ଡ଼ି.ଏଚ ବ୍ୟୁରୋ):-ସୋନପୁର ଜିଲ୍ଲା ସାଧପାଲି ଗାଁ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଟ୍ରକ। ଫଳରେ ବ୍ରିଜ ତଳେ ଶୌଚ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲ୍ପର ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ଥିବାବେଳେ ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସର ଛାନ୍ଭିନ୍ ଜାରି ।

















