ଭୁବନେଶ୍ୱର,୨୧/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଚିହ୍ନଟ ହେଲା ନୂଆ ଭାରିଆଣ୍ଟ ଓମିକ୍ରନ୍ । କଟକରେ ଦୁଇ ବିଦେଶ ଫେରନ୍ତା ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା । ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଜଣେ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ କତାର ଫେରନ୍ତା ବୋଲି ଜଣାପଡିଛି ।
















