ଭୁବନେଶ୍ୱର,୨୦/୧୨(ଡ଼ି.ଏଚ ବ୍ୟୁରୋ):-ଚଳିତ ବର୍ଷ ରାଜ୍ୟର ଦାରିଙ୍ଗବାଡି ଝାରସୁଗୁଡା, ଫୁଲବାଣୀ, ସୋନପୁର, କେନ୍ଦୁଝର, ଟିଟଲାଗଡ଼, ବଲାଙ୍ଗୀର, , ବାରିପଦା , ସୁନ୍ଦରଗଡ଼, ଭବାନୀପାଟଣା, ତାଳଚେର ଓ ହୀରାକୁଦ ଏହି ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ରେକର୍ଡ ହୋଇଛି । ଏବଂ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

















