Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟଟାଣ୍ଟ ତାରାଚନ୍ଦ ପଣ୍ଡା ।

ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟଟାଣ୍ଟ ତାରାଚନ୍ଦ ପଣ୍ଡା ।

177
ADVERTISEMENT

ନୂଆପଡା,୨୦/୧୨(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟଟାଣ୍ଟ ତାରାଚନ୍ଦ ପଣ୍ଡା । ସେ ୨ ଲକ୍ଷ ୧୬ ହଜାର ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ନୂଆପଡା ଭିଜିଲାନ୍ସ ଟିମ ଟଙ୍କା ଜବତ କରିବା ସହ ତଦନ୍ତ ଚଳାଇଥିବା ସୂଚନା ।

Advertisement