ମହାରାଷ୍ଟ୍ର,୧୯/୧୨(ଡ଼ି.ଏଚ ବ୍ୟୁରୋ):-କାୟା ମେଲାଇବାରେ ଲାଗିଛି ଓମିକ୍ରନ୍ । ମହାରାଷ୍ଟ୍ରରେ ଆଉ ୮ ନୂଆ ଓମିକ୍ରନ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ବିମାନବନ୍ଦରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସତାରାରୁ ୩ ଏବଂ ପୁଣେରୁ ଜଣେ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ବୃଦ୍ଧି ।
















