ପେନସନ୍ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର ।

128
ADVERTISEMENT

ଭୁବନେଶ୍ୱର,୧୯/୧୨(ଡ଼ି.ଏଚ ବ୍ୟୁରୋ):-ପେନସନ୍ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର । ଏବେ ପେନସନଭୋଗୀମାନେ ଆସନ୍ତା ଡିସେମ୍ବର ୩୧ ଯାଏଁ ସେମାନଙ୍କ ଜୀବନ ପ୍ରମାଣ ପତ୍ର ଦାଖଲ କରପାରିବେ । ପୂର୍ବରୁ ଏହି ତାରିଖ ନଭେମ୍ବର ୩୦ ଥିଲା । ଏବଂ ଯେଉଁମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ପ୍ରମାଣ ପତ୍ର ଜମା କରିପାରି ନାହାଁନ୍ତି ସେମାନେ ଏଥିରେ ଉପକୃତ ହେବେ ।

Advertisement