ସାନଖେମୁଣ୍ଡି,୧୯/୧୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଫାଷ୍ଟ୍ ଗେଟ୍ ଧୋବା ବନ୍ଧ ହୁଡା ନିକଟରେ ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା। ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକ ଓ ପିକଅପ୍କୁ ଭାରସାମ୍ୟ ହରାଇ ଧକ୍କା ଦେଲା ହେମା ନାମକ ବସ୍ । ଏବଂ ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ଥିବା ବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

















