ଗଞ୍ଜାମ,୧୮/୧୨(ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶର ଓ୍ବାରଙ୍ଗଲ ଅଞ୍ଚଳରେ ଥିବା ଏକ କ୍ରସର ୟୁନିଟରେ କାମ କରୁଥିବା ବେଳେ ମେସିନ୍ ଖସି ପଡିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତକ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ସିଦ୍ଧିଖଣ୍ଡିର ପବିତ୍ର ବିଶୋଇ ଓ ମୁନା ସ୍ୱାଇଁ । ଫଳରେ ଉଭୟଙ୍କ ମୃତ୍ୟୁ ଖବର ଜଣା ପଡ଼ିବା ପରେ ସେମାନଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି।

















