ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି ଫଳରେ ଆସନ୍ତା ୧୯ରୁ ୨୫ଯାଏଁ ଜାଡ ଶୀତରେ ଥରିବେ ରାଜ୍ୟବାସୀ ।

143
ADVERTISEMENT

ଭୁବନେଶ୍ୱର,୧୭/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି ଫଳରେ ଆସନ୍ତା ୧୯ରୁ ୨୫ଯାଏଁ ଜାଡ ଶୀତରେ ଥରିବେ ରାଜ୍ୟବାସୀ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ତଳ ଭାଗରେ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଅଧିକ ଥଣ୍ଡା ଅନୁଭୂତ ହେବବୋଲି ସୂଚନା ।

Advertisement